Tag Archives: ପୋଲିସ

ରୋକ ଠୋକ

କେବି ସିଂହଙ୍କ ପୁଲିସ ଡିଜି ପଦବୀରେ ନିଯୁକ୍ତି କାହିଁକି ଯଥାର୍ଥ : ଅଶୋକ ସାହୁ

ଉଚ୍ଚ ନ୍ୟାୟାଳୟ କୌଣସି ସରକାରୀ କର୍ମଚାରୀଙ୍କ ଦାୟିତ୍ଵ ସମ୍ପାଦନ କ୍ଷେତ୍ରରେ ଚେଷ୍ଟାକୃତ ଭାବେ ମନ୍ଦ ଉଦ୍ଧେଶ୍ୟ ରଖି କାର୍ଯ୍ୟ କରିଥିବା କାରଣରୁ ଯଦି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥାଆନ୍ତି ତେବେ ସରକାର ତାହା ଅନୁରୂପ କାର୍ଯ୍ୟାନୁଷ୍ଠାନ କରିବାକୁ ବାଧ୍ୟ । କିନ୍ତୁ ଉପରୋକ୍ତ ମାମଲାରେ ସେମିତି କୌଣସି ନିର୍ଦ୍ଦେଶ ନଥିବା କାରଣରୁ ଶ୍ରୀ କେବି ସିଂହଙ୍କ ନିଯୁକ୍ତି କ୍ଷେତ୍ରରେ କୌଣସି ତୃଟି ହୋଇନାହିଁ ।

ବିସ୍ତୃତ
ରୋକ ଠୋକ

ମାଡ଼ ଖାଉଥିବା ପୋଲିସ ଓ ବସ୍ତିର ଲେଡି ଡନ୍‍

ଗୋଟିଏ ଛୋଟ ଘଟଣା ଏତେ ବଡ଼ ଖଳନାୟିକାକୁ ଜନ୍ମ ଦେଇପାରେ - ଏହା ହେଉଛି ଆମ ଗଣମାଧ୍ୟମର ଚାଲାକି । ଆମେ ଜଣେ ସାଧାରଣ ଗଣ୍ଡଗୋଳକାରିଣୀଙ୍କୁ କଙ୍ଗାରୁ କୋର୍ଟ ଚଲାଉଥିବା ନକ୍ସଲ ବୋଲି କହିପାରୁ । ଏହାହିଁ ଆମ ସମୟର ବିଡମ୍ବନା ।

ବିସ୍ତୃତ
ଓଡିଶା ଖବର

ବାରବାଟୀରେ ଅଭ୍ୟାସ ମ୍ୟାଚ: ସୁରକ୍ଷା ବ୍ୟବସ୍ଥା କଡାକଡି

ପାକିସ୍ତାନ ଅଧିନାୟକ ସାନା ମୀର ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇଥିଲେ । ୭ ରନରେ ଦଦୁଇ ଓପନର ସାନା ମୀର (୨) ଓ ନାହିଦା ଖାଁ (୨) ଆଉଟ ହୋଇଥିଲେ ସୁଦ୍ଧା ନୈନ ଆବିଦି ଓ ଉପଅଧିନାୟିକା ବିସମା ମାରୁଫ ୩ୟ ୱିକେଟ ପାଇଁ ୧୪୮ ରନ ଯୋଡ଼ିଥିଲେ ।

ବିସ୍ତୃତ
ଓଡିଶା ଖବର

ଜେଲରେ ଅନଶନ କଲେ ଦଣ୍ଡପାଣିଙ୍କ ପୁଅ

ବୁଧବାରପୂର୍ବାହ୍ନରେ ମୋହନା ବ୍ଲକ ଅନ୍ତର୍ଗତ କମଳାପୁର ଗେଟ ନିକଟରେ ସଂଗ୍ରାମଙ୍କୁ ଗିରଫ କରାଯାଇଥିଲା । ସଂଗ୍ରାମ କିଛି ମାଓପୁସ୍ତିକା, ବିସ୍ଫୋରକ ଦ୍ରବ୍ୟ ଓ ବିଭିନ୍ନ ସାମଗ୍ରୀ କୈଳାସ ମଣ୍ଡଳ ନାମକ ଜଣେ ଯୁବକଙ୍କୁ ଦେବା ସମୟରେ ମୋହନା ପୁଲିସ ତାଙ୍କୁ ଗିରଫ କରିଥିବା ଦାବି କରିଥିଲା ।

ବିସ୍ତୃତ