ପ୍ରବାସୀ ଓଡ଼ିଆ

ପ୍ରବାସୀ ଓଡିଆ ଝିଅଙ୍କ ଦୁବାଇ ରେ ଓଡ଼ିଶୀ ନୃତ୍ୟ ପରିବେଷଣ

ୟୋଗେଶ ଭାୟାଣୀ ଦୁବାଇ, ମାର୍ଚ ୨୮ ( ଓଡିଶା ଡଟ କମ)ସଂଯୁକ୍ତ ରାଷ୍ଟ୍ର ଏମିରେଟସ ରେ ବାସ କରୁଥିବା ପ୍ରବାସୀ ଓଡ଼ିଆ କୁନି ଝିଅ ମାନଙ୍କର ସମୂହ ଦୁବାଇର ଗ୍ଲୋବାଲ ଭିଲେଜର ଇଣ୍ଡିଆ ପେଭିଲିଅନରେ ନିକଟରେ ପରିବେଷଣ କରିଥିବା ଓଡ଼ିଶୀ ନୃତ୍ୟ ସମସ୍ତଙ୍କ ଦ୍ଵାରା ପ୍ରଶଂସିତ ହୋଇଛି । “ତପସ୍ୟା ଡ୍ୟାନ୍ସର୍ସ” ର ଛାତ୍ରୀ ଅକ୍ସୀତା…

ଦୁବାଇ ଠାରେ ପ୍ରବାସୀ ଓଡିଆଙ୍କ ପୁଷପୁନି ପାଳନ

ଓଡିଶା ଡଟକମ ସଂବାଦ ଦାତା ଦୁବାଇ, ଜାନୁଆରୀ ୨୧ (ଓଡିଶା ଡଟ କମ) ଦୁବାଇ ଠାରେ ପଶ୍ଚିମ ଓଡିଶାର କୃଷି ଭିତ୍ତିକ ଗଣ ପର୍ବ ପୁଷପୁନି ବ୍ୟାପକ ଜାକ ଜମକରେ ଶୁକ୍ରବାର ପାଳନ କରିଛନ୍ତି ସେଠାରେ ରହୁଥିବା ପ୍ରବାସୀ ଓଡିଆ। ଏଆଇ ବର୍ଷା ପଣ୍ଡ ପାର୍କରେ ଅନୁଷ୍ଠିତ ଏହି ଗୋଟିଏ ଦିନ ବ୍ୟାପି କାର୍ଯ୍ୟକ୍ରମରେ ଭାଗ…

ପଶ୍ଚିମ ଓଡିଶା ପରିବାର-ମୁମ୍ବାଇ ଦ୍ଵାରା ଏକାଦଶ ନୂଆଖାଇ ଭେଟଘାଟ

ସମ୍ବଲପୁରର ଲୋକନୃତ୍ୟ ମଣ୍ଡଳୀ “ରଙ୍ଗ ଫରୁଆ” ଲୋକପ୍ରିୟ ସମ୍ବଲପୁରୀ ସଙ୍ଗୀତ ଓ ନୃତ୍ୟ ପରିବେଷଣ କରି ଉପସ୍ଥିତ ଦର୍ଶକଙ୍କ ମନୋରଞ୍ଜନ କରିଥିଲେ। ପଦ୍ମଶ୍ରୀ ଡା: ଜିତେନ୍ଦ୍ର ହରିପାଲଙ୍କ ସଙ୍ଗୀତ ରଙ୍ଗବତୀର ତାଳେ ନାଚି ନାଚି ଦର୍ଶକ ମତୁଆଲା ହୋଇଉଠିଥିଲେ।

ବିଜୟ ଏକ ଉଚ୍ଛ୍ଵାସର ବାର୍ଷିକ ମହୋତ୍ସବରେ ପ୍ରବାସୀ ଓଡିଆଙ୍କୁ ସମ୍ମାନ

ପ୍ରଥମ ଥର ପାଇଁ ଟ୍ରଷ୍ଟ ସାମାଜିକ ସେବା ସମ୍ମାନ ନାମରେ ଚଳିତ ବର୍ଷ ଠାରୁ ଏକ ନୂତନ ପୁରସ୍କାର ଆରମ୍ଭ କରାଯାଇଥିବା ଟ୍ରଷ୍ଟ ତରଫରୁ ଘୋଷଣା କରା ଯାଇଥିଲା। ଏହି ପୁରସ୍କାର ପାଇଥିଲେ ମୁମ୍ବାଇର ପୂର୍ବତନ ପୁଲିସ ମହାନିର୍ଦେଶକ ଅରୂପ ପଟନାୟକ ।

ଦିଲ୍ଲୀରେ ଓଡ଼ିଶା ଓ ଗୁଜରାଟ ମଧ୍ୟରେ ସଂସ୍କୃତି ବିନିମୟ କାର୍ଯ୍ୟକ୍ରମ

କାର୍ତ୍ତିକ ପୂର୍ଣ୍ଣିମା ଦିନ, “ସମନ୍ୱୟ” ଶୀର୍ଷକରେ ନାମିତ ଏହି କାର୍ଯ୍ୟକ୍ରମରେ ଗୁଜରାଟ ସରକାରଙ୍କର ସୌଜନ୍ୟରେ ଆସିଥିବା କଳାକାରମାନଙ୍କର “ଗରବା-ରାସ” ନୃତ୍ୟ ସହିତ ଓଡ଼ିଶା ସରକାରଙ୍କର ସୌଜନ୍ୟରେ ବଲାଙ୍ଗୀରରୁ ଆସିଥିବା ପଶ୍ଚିମ ଓଡ଼ିଶାର ଲୋକନୃତ୍ୟ “ଭାଇ ଜଉନ୍ତିଆ”, “ନଚନିଆଁ”, “ରଙ୍ଗବତୀ” “ସମ୍ବଲପୁରୀ” ଆଦି ନୃତ୍ୟ ଉପସ୍ଥିତ ଦର୍ଶକମାନଙ୍କୁ ଆନନ୍ଦିତ କରିଥିଲା।

କୁନା ଦାଶ କ୍ୟୋଟୋର ଅନ୍ତର୍ଜାତୀୟ ପର୍ଯ୍ୟଟନ ଆମ୍ବାସାଡର

ଦାଶ ଭାରତ ତଥା ତାଙ୍କ ଗୃହ ରାଜ୍ୟ ଓଡିଶାରେ ଏହି ସହରର ପର୍ଯ୍ୟଟନ ସମ୍ପର୍କରେ ପ୍ରଚାର ପ୍ରସାର କରିବା ସହ ବହୁ ପର୍ଯ୍ୟଟକକୁ କ୍ୟୋଟୋ ସହର ପରିଦର୍ଶନ କରିବା ପାଇଁ ପ୍ରଭାବିତ କରି ପାରିବେ ବୋଲି ସେଠାକାର ପ୍ରଶାସନ ଆଶା ରଖିଛି ।

ପ୍ରବାସୀ ଓଡିଆ ପ୍ରଯୋଜିକାଙ୍କର ହଲିଉଡ୍ ଫିଲ୍ମର ପ୍ରିମିୟରରେ ଉତ୍ସାହ

ସାରା ବିଶ୍ୱରୁ ସ୍ୱୀକୃତି ଲାଭ କରିଥିବା ଓଡ଼ିଶା ଜନ୍ମିତ ଫିଲ୍ମ ପ୍ରଯୋଜକ ଓ ଲେଖକ ସୋଲିଲା ପରିଡାଙ୍କ ହଏହି ଚଳଚିତ୍ର ଭାରତରେ ୬ ନଭେମ୍ବରରେ ମୁକ୍ତିଲାଭ କରିବାକୁ ଯାଉଛି । ପ୍ରଥମ ଥର କରି ଜଣେ ଓଡ଼ିଆ ପ୍ରଯୋଜକଙ୍କ ଦ୍ୱାରା ପ୍ରସ୍ତୁତ ଏହି ହଲିଉଡ୍ ଫିଲ୍ମ ଥିଏଟରରେ ରିଲିଜ୍ ହେଉଛି ।

ଚର୍ଚାରେ ପ୍ରବାସୀ ଓଡିଆଙ୍କ ଇଂରାଜୀ ମ୍ୟୁଜିକ ଭିଡିଓ

ଏନ ଆଇଟି ୱାରାଙ୍ଗାଲରୁ ଶିକ୍ଷା ଲାଭ କରିଥିବା ଜୟପୁର, ଓଡିଶାର ବିଶ୍ଵନାଥ ରଥଙ୍କ ଦ୍ଵାରା ଲିଖିତ ଓ ନିର୍ଦ୍ଦେଶିତ ଓ ଚଳିତ ବର୍ଷ ୨୪ ଜୁଲାଇରେ ମୁକ୍ତି ଲାଭ କରିଥିବା 'ଫିଲ ଦି ପାସନ' ଶୀର୍ଷକ ଏହି ମ୍ୟୁଜିକ ଭିଡିଓ କୁ ଇଉଟ୍ୟୁବରେ ୧୧୭,୩୦୦ ଲୋକ ଦେଖିଥିବା ବେଳେ ଏହାକୁ ୧୨୦୦ ଦର୍ଶକ ଲାଇକ କରିଛନ୍ତି…

ଓଡିଶାର ମନୋଜ ପରିଡା ପଣ୍ଡିଚେରୀର ମୁଖ୍ୟ ଶାସନ ସଚିବ

ପଣ୍ଡିଚେରୀରେ ବହୁସଂଖ୍ୟାରେ ଓଡିଆ ରହିଥିବାରୁ ତଥା ଓଡ଼ିଶା ସହ ପଣ୍ଡିଚେରୀର ବହୁ ପୁରୁଣା ସମ୍ପର୍କ ରହିଥିବାରୁ ପରିଡାଙ୍କ ନିଯୁକ୍ତି ସେଠାରେ ରହୁଥିବା ଓଡିଆ ବାସିନ୍ଦାଙ୍କ ମଧ୍ୟରେ ଖୁସିର ପରିବେଶ ସୃଷ୍ଟି କରିଛି ।

ମଇ ୧୭ରେ ବାଙ୍ଗାଲୋରରେ ମଧୁଲିତା ମହାପାତ୍ରଙ୍କ ଓଡିଶୀ

୧୪ କ୍ରଶ ମାଲେଶ୍ଵରମ ଠାରେ ଥିବା ସହରର ସେବା ସଦନ ଅଡିଟୋରିଅମରେ ଏହି ବିଶେଷ କାର୍ଯ୍ୟକ୍ରମ ସନ୍ଧ୍ୟା ୫.୩୦ ରେ ଆରମ୍ଭ ହେବ ବୋଲି ଜଣେ ଆୟୋଜକ ଓଡିଶା ଡଟ୍ କମ୍ କୁ ଜଣାଇଛନ୍ତି ।

This website uses cookies.

Read More