ଓଡିଶା ନ୍ୟୁଜ/ Odisha News

Tag Archives: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ

ଅପରାଧରାଜନୀତି

ପୁଲିସର ‘ମୋ ସାଥି’ ଆପ ପ୍ରତି ମହିଳାଙ୍କ ବ୍ୟାପକ ଆଗ୍ରହ

ବର୍ତମାନ ଏହି ଆପକୁ ନେଇ ଅଧିକ ସଚେତନତା ଆବଶ୍ୟକ ବୋଲି କମିସନରେଟ ପକ୍ଷରୁ କୁହାଯାଇଛି । ଏବଂ ଏହାକୁ ଲୋକପ୍ରିୟ କରିବା ପାଇଁ ଏକ ତିନି ମିନିଟ ର ଭିଡିଓ ପ୍ରସ୍ତୁତ କରାଯାଇ ଫେସବୂକ ରେ ଛଡ଼ାଯାଇଛି। ଆଉ ଏହାକୁ ଭଲ ରେସପଣ୍ଡ ମିଳିବା ସହ ପ୍ରାୟ ଏକ ଲକ୍ଷ ଅଠର ହଜାର ଲୋକ ଏହାକୁ ଦେଖିସାରିଥିବା ଜଣା ପଡିଛି।

ବିସ୍ତୃତ
ଓଡିଶା ଖବର

ବୋହୁଙ୍କ ଯୌତୁକ ନିର୍ଯ୍ୟାତନା ଅଭିଯୋଗ ପରେ ମନ୍ତ୍ରୀ ରଘୁନାଥ ମହାନ୍ତିଙ୍କ ଇସ୍ତଫା

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହାନ୍ତିଙ୍କ ଇସ୍ତଫା ଗ୍ରହଣ କରିବା ସହ ପୋଲିସର ମାନବାଧିକାର ସେଲକୁ ତଦନ୍ତ ଦାୟିତ୍ୱ ଦିଆଯାଇଥିବା କହିବା ସତ୍ୱେ ବିରୋଧୀମାନେ ହଟଗୋଳ ଜାରି ରଖିଥିଲେ । ଫଳରେ ବାଚସ୍ପତିଙ୍କୁ ବାରମ୍ବାର ବିଧାନସଭା ମୁଲତବୀ କରିବାକୁ ପଡ଼ିଥିଲା ।

ବିସ୍ତୃତ
ଓଡିଶା ଖବର

ଲିଜ୍ ଜମି ୩ ବର୍ଷ ପଡିରହିଲେ ଫେରାଇ ଆଣିବେ ସରକାର

ଶୁକ୍ରବାର ଦିନ ରାଜ୍ୟ କ୍ୟାବିନେଟର ବୈଠକ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି କ୍ୟାବିନେଟ ବୈଠକରେ ୧୭ଟି ପ୍ରସ୍ତାବ ଉପରେ ଆଲୋଚନା ହୋଇଥିବାର ସୂଚନା ମିଳିଛି ।

ବିସ୍ତୃତ
ଓଡିଶା ଖବରରାଜନୀତି

ଓଡିଶା ବିଜେପି ନିର୍ବାଚନ: ରାଜନାଥଙ୍କ ସହ ସାକ୍ଷାତ କଲେ ଜୁଏଲ

ଓଡିଶାରେ ବହୁ୍ରତିକ୍ଷିତ ରାଜ୍ୟ ସଭାପତି ନିର୍ବାଚନ ଅତିଶୀଘ୍ର ସମାହିତ ହେବବୋଲି ଶ୍ରୀ ସିଂହ ପ୍ରତିଶୃତି ଦେଇଥିଲେ । ଏ ପ୍ରସଙ୍ଗରେ ଶ୍ରୀ ଓରାମ ରାଷ୍ଟ୍ରୀୟ ସାଧାରଣ ସଂପାଦକ (ସଂଗଠନ) ଦାୟୀତ୍ୱରେ ଥିବା ଶ୍ରୀ ରାମଲାଲଙ୍କ ସହ ଆଉଏକ ଆଲୋଚନା ପରେ ତାରିଖ ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ପଦକ୍ଷେପ ଚୁଡାନ୍ତ ହେବ ବୋଲି ସୂଚନା ଦେଇଛନ୍ତି ।

ବିସ୍ତୃତ
ଓଡିଶା ଖବରରାଜନୀତି

କଂଗ୍ରେସ କିମ୍ବା ବିଜେପି ସହିତ ବୁଝାମଣାର ସମ୍ଭାବନା ନାହିିଁ :ନବୀନ

କଂଗ୍ରେସ ବିଜେଡି ଏବଂ ଜେଡି(ୟୁ) ଭଳି ସମଭାବାପନ୍ନ ଦଳ ସହିତ କଥାବାର୍ତା ପାଇଁ ଦ୍ୱାର ଉନ୍ମୁକ୍ତ ରହିଛି ବୋଲି ଜୟପୁରଠାରେ ଅନୁଷ୍ଠିତ କଂଗ୍ରେସର ଚିନ୍ତନ ଶିବିରରେ ଯୋଗଦେବା ଅବସରରେ କେନ୍ଦ୍ର ମନ୍ତ୍ରୀ କମଳନାଥ ଗଣମାଧ୍ୟମକୁ ବିବୃତି ଦେଇଥିଲେ ।

ବିସ୍ତୃତ
ଓଡିଶା ଖବର

ବୁଧବାର ଅନ୍ନପୂର୍ଣ୍ଣାଦେବୀଙ୍କର ଶେଷକୃତ୍ୟ

ମହାତ୍ମା ଗାନ୍ଧିଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ଶ୍ରୀମତୀ ମହାରଣା ମା' ରମାଦେବୀ ଓ ବାପା ଗୋପବନ୍ଧୁ ଚୌଧୁରୀ, ଭାଇ ମନମୋହନ ଚୌଧୁରୀ, ଦାଦା ନବକୃଷ୍ଣ ଚୌଧୁରୀ, ଖୁଡ଼ୀ ମାଳତୀ ଦେବୀ ଓ ସ୍ୱାମୀ ଶରତ ମହାରଣାଙ୍କ ସହିତ ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଥିଲେ ।

ବିସ୍ତୃତ