ମନୋରଞ୍ଜନ

ମନୋରଞ୍ଜନ, ଫିଲ୍ମ , ଦୂରଦର୍ଶନ, ଟେଲିଭିଜନ, ନାଟକ

ମନୋରଞ୍ଜନରୋକ ଠୋକ

‘ଆଦିମ ବିଚାର’ର ବିଚାର

ଓଡିଆ କାହାଣୀ, ଚରିତ୍ର, ଓଡିଆ ଜନଜୀବନର ସଂଘର୍ଷ ଓ ଘଟଣାକୁ ନେଇ ସିନେମା କରିବା ଉତ୍ସାହ ବା ସାହସ ସତେ ଯେମିତି ଆମର ମରି ଯାଇଛି । କା’, ମାଟିର ମଣିଷ କିମ୍ବା ସ୍କୁଲ୍‍ ମାଷ୍ଟର ଭଳି ସିନେମା କରିବା ପାଇଁ ଆଜି ଆମ ପାଖରେ ଆଗ୍ରହ ନାହିଁ । ସେହି ପୃଷ୍ଠଭୂମିରେ ସବ୍ୟସାଚୀ ମହାପାତ୍ର ଗୋଟିଏ ପରେ ଗୋଟିଏ ମୌଳିକ ଚଳଚ୍ଚିତ୍ର ନିର୍ମାଣ କରି ସିନେମାରେ ଆମ ସାଂସ୍କୃତିକ ଜୀବନକୁ ବଞ୍ଚାଇ ରଖିଛନ୍ତି ।

ବିସ୍ତୃତ
ମନୋରଞ୍ଜନ

ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ‘ଆଦିମ ବିଚାର’କୁ ଜାତୀୟ ପୁରସ୍କାର

''ଆଦିମ ବିଚାର'' କୁ ଶ୍ରେଷ୍ଠ କଳାତ୍ମକ ଓଡିଆ ଫିଚର ଫିଲ୍ମ ଭାବେ ସ୍ଵତନ୍ତ୍ର ବିଚାରକ ମଣ୍ଡଳୀ ମାର୍ଚ ୨୪ ତାରିଖରେ ପୁରସ୍କାର ପାଇଁ ଘୋଷଣା କରିଥିଲେ ।ଏହି ଚଳଚ୍ଚିତ୍ର ଜାତୀୟ ପୁରସ୍କାର ପାଇବା ପୂର୍ବରୁ ବହୁ ଆନ୍ତର୍ଜାତୀୟ ସମାରୋହରେ ମଧ୍ୟ ପୁରସ୍କୃତ ହୋଇଛି ।

ବିସ୍ତୃତ
ମନୋରଞ୍ଜନ

ନବକଳେବର ଊପରେ ନିର୍ମିତ ପ୍ରାମାଣିକ ଚଳଚିତ୍ରର ଲୋକାର୍ପଣ

ନବକଳେବର ସହ ଜଡିତ ବଭିନ୍ନ ତଥ୍ୟ ତଥା ଗବେଷଣାକୁ ପାଥେୟ କରି ପ୍ରସ୍ତୁତ ଏହି ଚଳଚିତ୍ର ଜଗନ୍ନାଥଙ୍କ ଜନ୍ମମୃତ୍ୟୁର ଭାବପ୍ରବଣ ଯାତ୍ରାକୁ ସରଳ, ସାବଲୀଳ ଢଙ୍ଗରେ ଉପସ୍ଥାପନା କରିବାକୁ ପ୍ରୟାସ କରିଛି ।

ବିସ୍ତୃତ
ମନୋରଞ୍ଜନ

୩୦ ଜଣ ପ୍ରତିଭାବାନ ଯୁବ କଳାକାରଙ୍କୁ ସରକାରଙ୍କ ଟ୍ରଫି ପ୍ରଦାନ

ସ୍ଥାନୀୟ ରବୀନ୍ଦ୍ର ମଣ୍ଡପରେ ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଏହି ଟ୍ରଫି ପ୍ରଦାନ କରିଛନ୍ତି ।

ବିସ୍ତୃତ
ମନୋରଞ୍ଜନ

ରଙ୍ଗବତୀର ଗାୟକ ଜିତେନ୍ଦ୍ରିୟ, କ୍ରୀଷ୍ଣାଙ୍କୁ ଡକ୍ଟରେଟ ସମ୍ମାନ

ଜିତେନ୍ଦ୍ରିୟ ଓ କ୍ରୀଷ୍ଣା ଗାଇଥିବା ଏହି ସମ୍ବଲପୁରୀ ଲୋକଗୀତ ୧୯୭୫ ମସିହାରେ ପ୍ରଥମେ ଆକାଶବାଣୀ ରେ ପ୍ରଚାରିତ ହୋଇଥିଲା। ପରବର୍ତୀ ସମୟରେ ଦେଶ ବିଦେଶର ଅନେକ ରେଡିଓ ଷ୍ଟେସନ ଏହାକୁ ପ୍ରସାରଣ କରିଥିଲେ ଓ ଏହି ଗୀତ ସାରା ବିଶ୍ଵରେ ଲୋକପ୍ରିୟ ହୋଇଥିଲା ।

ବିସ୍ତୃତ
ଓଡିଆ ଚଳଚିତ୍ର ଗୀତ

ଓଡିଆ ଚଳଚିତ୍ର ଗୀତ

http://www.youtube.com/watch?v=gr4VQpajvOI http://www.youtube.com/watch?v=Nk89j5nCaJ4 http://www.youtube.com/watch?v=ZasB-eYrGGc http://www.youtube.com/watch?v=446HXXtRlnA http://www.youtube.com/watch?v=KemootZZLWA http://www.youtube.com/watch?v=eayfT99TpeQ http://www.youtube.com/watch?v=Oct0WZ0puaY http://www.youtube.com/watch?v=MAxIc-g6sh8 http://www.youtube.com/watch?v=5r0XyNUnLK0 http://www.youtube.com/watch?v=tpXN9oeh9Ys http://www.youtube.com/watch?v=I5re-Q1utog...

ବିସ୍ତୃତ
ଓଡିଆ ଚଳଚିତ୍ର

ନୂଆ ଓଡିଆ ଚଳଚିତ୍ର

http://www.youtube.com/watch?v=6fseYxpwcPM http://www.youtube.com/watch?v=WxqLp0pAFhU http://www.youtube.com/watch?v=0yWVjajyuZM http://www.youtube.com/watch?v=F9k52llcB0s http://www.youtube.com/watch?v=jESw7H2_HNk http://www.youtube.com/watch?v=YRMCCvkIlwU http://www.youtube.com/watch?v=MAxIc-g6sh8 http://www.youtube.com/watch?v=b5LJf91G9EQ http://www.youtube.com/watch?v=gTj41s_6BYY http://www.youtube.com/watch?v=vwyuYgSiQmo http://www.youtube.com/watch?v=XvB9K5wyCeQ http://www.youtube.com/watch?v=yPGJ4jq8Mfk http://www.youtube.com/watch?v=8AmxwfDPcsU http://www.youtube.com/watch?v=T0Z2RozEQAU http://www.youtube.com/watch?v=wfDNGXpJNDs http://www.youtube.com/watch?v=A2TfhaUNboA http://www.youtube.com/watch?v=1PbKSH4ckLg http://www.youtube.com/watch?v=Sa74Yr7N_7I http://www.youtube.com/watch?v=JFMuf8kPY9M http://www.youtube.com/watch?v=K-Z0-J2D3_U...

ବିସ୍ତୃତ
ମନୋରଞ୍ଜନ

କଥକର ଲୟକାରୀ ସହିତ ସିତାର ବାଦନରେ ଦର୍ଶକ ମନ୍ତ୍ରମୁଗ୍ଧ

ସନ୍ଧ୍ୟାର ପ୍ରଥମ କାର୍ଯକ୍ରମ ଆରମ୍ଭ ହୋଇଥିଲା ପ୍ରସିଦ୍ଧ କଥକ ନୃତ୍ୟଶିଳ୍ପୀ ପ୍ରଶାନ୍ତ ସାହାଙ୍କ ପରିବେଷଣରୁ । ସେ ପ୍ରଥମେ ମୀରାବାଇଙ୍କ ଭଜନ ମହ।ରୋ ପ୍ରଣାମ ପରିବେଷଣ କରିଥିଲେ ପରେ ପରେ ଶୁଦ୍ଧ ନୃତ୍ୟରେ ତିନ ତଳ 16 ମାତ୍ରାରେ ଆକାର ଏବଂ ଗଜଲ ହମାର। ଦିଲ ସବେରେ କେ ସୁନହାର। ଜାମ ନୃତ୍ୟ ମାଧ୍ୟମରେ ପରିବେଷଣ କରିଥିଲେ ।

ବିସ୍ତୃତ
ଓଡିଶା ଖବରପର୍ଯଟନମନୋରଞ୍ଜନ

ଉଦୟଗିରିରେ ଅନ୍ତର୍ଜାତୀୟ ବୈାଦ୍ଧ ସମ୍ମିଳନୀ ଆରମ୍ଭ

ବୌଦ୍ଧ ଗବେଷକ ମୋରା ଗୋଲାଗାମା ଓ ବି.ପ୍ରକାଶଙ୍କ ସମେତ ଅନେକ ଗବେଷକମାନେ ଏହି ସମ୍ମିଳନୀରେ ବୌଦ୍ଧଧର୍ମ,ଶିଳାଲିପି ଓ ବୌଦ୍ଧସ୍ତୁପ ବିଷୟରେ ଅଧିକ ଗବେଷଣାର ଆବଶ୍ୟକତା ରହିଛି ବୋଲି ମତ ଦେଇଥିଲେ ।

ବିସ୍ତୃତ
ଓଡିଶା ଖବରମନୋରଞ୍ଜନ

ସ୍ପେସ୍ ଆପ୍ଲିକେସନ୍ ଭାରତ ରୋଲ୍ ମଡେଲ୍:ଇସ୍ରୋ ଅଧ୍ୟକ୍ଷ

କିଟ୍ ପରିଦର୍ଶନ ପରେ ଏହାକୁ ଏକ ଜାତୀୟସ୍ତରର ବିଶ୍ୱବିଦ୍ୟାଳୟ ଭାବେ ଅଭିହିତ କରାଯାଇଥିବା, ତାଙ୍କର ମନେ ରହିବ ବୋଲି କହିଥିଲେ । ସେହିପରି କିସ୍ ଜରିଆରେ ଏଠାରେ ଏକ ସାମାଜିକ ବିପ୍ଳବ ସୃଷ୍ଟି କରାଯାଇପାରିଛି ବୋଲି ସେ କହିଥିଲେ ।

ବିସ୍ତୃତ
1 4 5 6 7
Page 5 of 7