Tag: ଭୁବନେଶ୍ୱର

ସୃଜନ କଳାକାରଙ୍କ ଦ୍ୱାରା ପ୍ରସ୍ତୁତ ଓଡ଼ିଶୀ ନୃତ୍ୟରେ ଦର୍ଶକ ବିଭୋର

ଭୁବନେଶ୍ୱର, ଜୁନ ୨୮ (ଓଡିଶା ଡଟ କମ ) ଭାରତୀୟ ସାଂସ୍କୃତିକ ସମ୍ବନ୍ଧ ପରିଷଦ ଓ ରାଜ୍ୟ ସଂସ୍କୃତି ବିଭାଗର ମିଳିତ ଆନୁକୁଲ୍ୟରେ ଆୟୋଜିତ ହରାଇଜନ ସିରିଜ ଅନ୍ତର୍ଗତ ସଂଧ୍ୟା ଅଧିବେଶନରେ ସୃଜନର ଶିଳ୍ପୀ ଓ ଗୁରୁ ରତିକାନ୍ତ ମହାପାତ୍ରଙ୍କ ଓଡ଼ିଶୀ ନୃତ୍ୟ ପରିବେଷଣ ଦର୍ଶକଙ୍କୁ ବାନ୍ଧି ରଖିଥିଲା । ନୃତ୍ୟର ଆଦ୍ୟ ଚରଣରେ ସୃଜନର ଶିଳ୍ପୀ…

ଅଭିଶପ୍ତ ଗନ୍ଧର୍ବର କଥାଶିଳ୍ପୀ ମହାପାତ୍ର ନିଳମଣି ସାହୁ; କେତୋଟି କଥା

ସହଜ ଓ ବୌଦ୍ଧିକ ଜୀବନ ଗୋଟିଏ ବିନ୍ଦୁରେ ସମାହିତ ଯେଉଁଠି ହୁଏ ସେ ବିନ୍ଦୁର ନାମ ମହାପାତ୍ର ନିଳମଣି ସାହୁ । ସେ ବିନ୍ଦୁ ଆଜି ମହାସିଂଧୁରେ ତିରୋହିତ । କଥା ସାହିତ୍ୟର ଏଇ ରସିକ ପୁରୁଷ ଆମର ଚିର ନମସ୍ୟ ।

ଓଏନଜିସିର ଓଡ଼ିଶା କାର୍ଯ୍ୟାଳୟର ଉଦଘାଟନ

ଓଏନଜିସିର ଭୁବନେଶ୍ୱରଠାରେ ଉଦଘାଟିତ ହୋଇଥିବା ନୂତନ ରାଜ୍ୟ କାର୍ଯ୍ୟାଳୟ ମହାନଦୀ ଅବବାହିକାରେ ନୂତନ ଶକ୍ତି ଉତ୍ସର ଅନ୍ୱେଷଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା କ୍ଷେତ୍ରରେ ବିଶେଷ ସହାୟକ ହେବ ବୋଲି ସେ କହିଥିଲେ ।

ସ୍ଥାୟୀତ୍ଵ ଦାବିକରି ପର୍ଯ୍ୟଟନ ନିଗମ କର୍ମଚାରୀଙ୍କ ଆନ୍ଦୋଳନ ଧମକ

୧୯୮୦ ମସିହାରେ ରାଜ୍ୟସରକାର ଦର୍ଶନୀୟସ୍ଥାନ ମାନଙ୍କରେ ପର୍ଯ୍ୟଟକମାନଙ୍କ ଭ୍ରମଣ, ରହିବା ଓ ଆନୁଷଙ୍ଗିକ ବ୍ୟବସ୍ଥା ପାଇଁ ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ସଂସ୍ଥା ଗଠନ କରିଥିଲେ । ଏଥିପାଇଁ ସାରା ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରାୟ ୨୬ ଟି ଶାଖା ଖୋଲଯାଇଥିଲା ଓ ସେଥିରେ ପ୍ରାୟ ୫୦୦ରୁ ଉର୍ଦ୍ଧ ଶ୍ରମିକ କର୍ମଚାରୀ କାମ କରୁଥିବା ସଂଘ…

ରାଜନାଥଙ୍କ ଟିମ୍ ରେ ଓଡ଼ିଶାରୁ ଜୁଏଲ,ଧର୍ମେନ୍ଦ୍ର

ଏହା ବ୍ୟତୀତ ଜୁଏଲଙ୍କୁ କେନ୍ଦ୍ରୀୟ ନିର୍ବାଚନ କମିଟି ସଦସ୍ୟ କରାଯାଇଛି ।

ଶାହା କମିଶନ ନିକଟରେ ପକ୍ଷ ରଖିଲେ ଖଣିଧାରୀ

ଶୁଣାଣିର ପ୍ରଥମ ଦିନରେ କମିଶନ ପ୍ରାୟ ୧୪ଟି ଖଣିମାଲିକଙ୍କୁ ସେମାନଙ୍କର ପକ୍ଷ ରଖିବା ପାଇଁ ନୋଟିସ ଜାରି କରିଥିବା ବେଳେ ଆଗାମୀ ତିନି ଚାରି ଦିନ ଅନ୍ୟ ଶତାଧିକ କଂପାନୀକୁ ସେମାନଙ୍କର ପକ୍ଷ ରଖିବା ପାଇଁ ନୋଟିସ ଦେଇଛନ୍ତି ।

This website uses cookies.